Odisha Road Safety Quiz Answers win Cash Prize Rs.1000


Odisha Road Safety Quiz Answers 28 April



Question 1. What does this sign indicate? [ଏହି ସଙ୍କେତ କ’ଣ ପ୍ରତିଚିହ୍ନିତ କରେ?]
Answer: Photography and videography prohibited [ଫଟୋ ଏବଂ ଭିଡିଓ ଉଠାଇବା ନିଷେଧ]
Question 2. If you are riding and your motorcycle starts to handle differently, you should; [ଯଦି ଆପଣ ଗାଡି ଚଲାଇବା ସମୟରେ ଆପଣଙ୍କର ମୋଟରସାଇକେଲ ଭିନ୍ନଭାବରେ ଚାଲିବା ଆରମ୍ଭ କରେ, ତେବେ ଆପଣ କଣ କରିବା ଉଚିତ୍?]
Answer: Pull over and check the tyres [ରହି ଯାଇ ଟାୟାର୍-କୁ ପରିକ୍ଷା କରନ୍ତୁ]
Question 3. When approaching an intersection, you should: [ଏକ ଛକ ଯାଗାରେପହଞ୍ଚିଲେ ଆପଣଙ୍କୁ କଣ କରିବା ଉଚିତ୍]
Answer: Stay focused on moving through the intersection [ଛକ ମଧ୍ୟ ଦେଇ ଯିବା ନିମନ୍ତେ ସମ୍ପୂର୍ଣ୍ଣ ଏକାଗ୍ରଚିତ୍ତ ରୁହନ୍ତୁ]
Question 4. What to do when more than two wheels of a vehicle has broken down at a place where it can be recognised in time as a stationary obstacle; [ଯେତେବେଳେ ଏକ ଗାଡିର ଦୁଇଟିରୁ ଅଧିକ ଚକ ଖରାପ ହୋଇଯାଇ ଏହା ରାସ୍ତା ଉପରେ ଏକ ସ୍ଥିରଅବରୋଧ ଭାବେ ଠିଆ ହୋଇଯାଏ, ସେତେବେଳେ କଣ କରିବା ଆବଶ୍ୟକ?]
Answer: All of the above [ଉପରୋକ୍ତ ସମସ୍ତ ବିକଳ୍ପ]
Question 5. What is passenger carrying capacity of a goods vehicle? [ଏକମାଲବାହୀ ଗାଡିର ଯାତ୍ରୀ ବହନ କ୍ଷମତା କେତେ?]
Answer: Should not be more than the number of persons specified in the certificate of registration of the vehicle [ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ରେ ଉଲ୍ଲେଖ ଥିବା ସଂଖ୍ୟାରୁ ଅଧିକ ନ ହେବା ଆବଶ୍ୟକ]
Question 6. Match the vehicle types with their number plates correctly:[ଯାନର ପ୍ରକାରକୁ ତା’ର ନମ୍ବର ଫଳକର ପ୍ରକାର ସହିତ ସଠିକ୍ ଭାବେ ମେଳାନ୍ତୁ]
Answer: I-3 II-2 III-6 IV-1
Question 7. In the diagram, who should you give way? [ନିମ୍ନୋକ୍ତ ଚିତ୍ରରେ କିଏ ବାଟଛାଡିବା ଆବଶ୍ୟକ?]
Answer: Both Car A and Car B [ଉଭୟ କାର୍ A ଏବଂ କାର୍ B]
Question 8. In which order should the vehicle proceed? [କେଉଁ କ୍ରମରେ ଯାନଗୁଡିକଆଗକୁ ବଢିବା ଉଚିତ୍?]
Answer: Vehicle Z, then Y, then X [ପ୍ରଥମେ ଯାନ Z, ତାପରେ ଯାନ Y, ଏବଂ ଶେଷରେ ଯାନ X]
Question 9. How do even small amounts of alcohol can affect your driving?[କିପରି ଅତି ଅଳ୍ପ ପରିମାଣର ମଦ୍ୟପାନ ମଧ୍ୟ ଆପଣଙ୍କର ଗାଡିଚାଳନାକୁ ପ୍ରଭାବିତ କରିପାରେ?]
Answer: All of the above [ଉପରୋକ୍ତ ସମସ୍ତ ବିକଳ୍ପ ଠିକ୍ ଅଟେ]
Question 10. Which Number Plate is not Correct?
Answer: D

Answers Source: Click Here
Question 11. What is not true about Learners License? [ଲର୍ଣ୍ଣର୍ ଲାଇସେନ୍ସ ସମ୍ବନ୍ଧରେକେଉଁ ଟି ଠିକ୍ ନୁହେଁ ?]
Answer: You can drive on your own after one month [ଆପଣ ଏକ ମାସ ପରେ ନିଜେ-ନିଜେ ଗାଡି ଚଲାଇ ପାରିବେ]
Question 12. When driving in an area where there are many pedestrians(e.g. a bus stop) it is important too- [ଯେତେବେଳେ ବହୁସଂଖ୍ୟକ ପଥଚାରୀ ଥିବା ଏକ କ୍ଷେତ୍ର(ଉ: ଏକ ବସ୍ ଅଟକିବା ସ୍ଥାନ) ମଧ୍ୟ ଦେଇ ଆପଣଙ୍କୁ ଗାଡି ଚଲାଇବାକୁ ପଡେ, ଏହା କରିବା ଗୁରୁତ୍ବପୂର୍ଣ୍ଣ ଅଟେ -]
Answer: Slow down and watch for an indication that they will enter the road [ଗତି ଧିର କରିବା ଏବଂ ସେମାନେ ରାସ୍ତାରେ ପ୍ରବେଶ କରିବାର କୌଣସି ସୂଚନା ପାଇଁ ସତର୍କ ରହିବା]
Question 13. What is the correct procedure if you want to stop on the left side of the road? [ଯଦି ଆପଣ ରାସ୍ତାର ବାମ-ପାର୍ଶ୍ବରେ ରହିବା ପାଇଁ ଚାହୁଁଛନ୍ତି, ତେବେ ଏହାର ସଠିକ୍ପ୍ରଣାଳୀ କଣ?]
Answer: Check rear view mirror and look over your shoulder and if it is safe to do so, give appropriate signal, slow down and stop on the left side of the road [ଏହା ସୁରକ୍ଷିତ କି ନାହିଁ ଯାଣିବା ପାଇଁ ଆପଣଙ୍କର ପଛଦୃଶ୍ଯ- ଦର୍ପଣ ଓ କାନ୍ଧ-ଉପରେ ବୁଲି ଦେଖନ୍ତୁ, ସଠିକ୍ ସଙ୍କେତ ଦିଅନ୍ତୁ, ଧିରେ ଧିରେ ଚଲାନ୍ତୁ ଏବଂ ରାସ୍ତାର ବାମ-ପାର୍ଶ୍ବରେ ରୁହନ୍ତୁ]
Question 14. You have just been overtaken by this motorcyclist who is cutting in sharply. You should [ତୀବ୍ର ଭାବରେ ରାସ୍ତା କାଟୁଥିବା ଏହି ମୋଟରସାଇକେଲ ଚାଳକଟିଏହି ସଙ୍ଗେସଙ୍ଗେ ଆପଣଙ୍କୁ ଅତିକ୍ରମ କରିଲା । ଆପଣ କଣ କରିବା ଉଚିତ୍?]
Answer: Slow down to create a safe gap for motorcyclist in front [ସାମନାରେ ଥିବା ମୋଟରସାଇକେଲ ଚାଳକଠାରୁ ଏକ ସୁରକ୍ଷିତ ଦୂରତ୍ବ ସୃଷ୍ଟି କରିବା ପାଇଁ ଧିର ହୋଇ ଯିବା ଉଚିତ୍]
Question 15. What else can affect your concentration, other than alcoholic drinks? [ମଦ୍ୟ-ଜାତୀୟ ପାନୀୟକୁ ଛାଡି ଅନ୍ୟ କଣ ଆପଣଙ୍କର ଏକାଗ୍ରତାକୁ ପ୍ରଭାବିତ କରିପାରେ?]
Answer: All of the above [ଉପରୋକ୍ତ ସମସ୍ତ ବିକଳ୍ପ]
Question 16. You are near a curve in the road. You want to go to the shop on the opposite side as shown in Figure. How likely are you going to cross here? [ଆପଣ ରାସ୍ତାର ଏକ ବକ୍ର ସ୍ଥାନ ପାଖରେ ଅଛନ୍ତି । ଚିତ୍ରରେ ଦର୍ଶାଯାଇଥିଲା ପରି ଆପଣରାସ୍ତାର ଅପରପାର୍ଶ୍ବରେ ଥିବା ଏକ ଦୋକାନକୁ ଯିବାକୁ ଚାହୁଁଛନ୍ତି । ତୀରଚିହ୍ନିତଭାବେ ରାସ୍ତା ପାର କରିବା ଆପଣଙ୍କପକ୍ଷେ କେତେଦୂର ସମ୍ଭାବ୍ୟ?]
Answer: Definitely not [ନିଶ୍ଚିତଭାବରେ ନାଁ]
Question 17. In which case you will observe maximum caution while overtaking [କେଉଁ ଗାଡି କ୍ଷେତ୍ରରେ ଆପଣ ଅତିକ୍ରମ କରିବା ସମୟରେ ସର୍ବାଧିକ ସାବଧାନତା ଅବଲମ୍ବନକରିବେ?]
Answer: Old Vehicles [ପୁରୁଣା ଗାଡି]
Question 18. It is night time and you want to cross the road. What is the safest way, so that drivers can see you? [ରାତ୍ରି ସମୟରେ ଆପଣ ରାସ୍ତା ପାର କରିବାକୁଚାହୁଁଛନ୍ତି । ଅନ୍ୟ ଗାଡି-ଡ୍ରାଇଭରର ଦୃଷ୍ଟି ଆକର୍ଷଣ କରିବା ପାଇଁ ସବୁଠାରୁ ସୁରକ୍ଷିତ ଉପାୟ କଣ ହୋଇପାରେ?]
Answer:
Question 19. What is the major cause of the accident in India? [ଭାରତରେ ରାସ୍ତାଦୁର୍ଘଟଣାର ପ୍ରମୁଖ କାରଣ କଣ?]
Answer: Excess speed driving [ଅତ୍ୟଧିକ ବେଗରେ ଗାଡି ଚଲାଇବା]
Question 20. You are following a two-wheeler on a poor road surface. You should- [ଆପଣ ଏକ ଖରାପ ରାସ୍ତାରେ ଏକ ମୋଟରସାଇକେଲ ଚାଳକଙ୍କ ପଶ୍ଚାତଧାବନ କରୁଛନ୍ତି । ଆପଣ କଣକରିବା ଉଚିତ୍?]
Answer: All of the above [ଉପରୋକ୍ତ ସମସ୍ତ ବିକଳ୍ପ]

Comments

Popular posts from this blog

Flipkart Fake or Not 14 September Answers

Amazon Quiz Answers 20 August 2020