Odisha Quiz Answers 29 April 2020

Odisha Road Safety Quiz Answers 29 April 2020

Question 1. The safe way to stop the vehicle is: [ଗାଡିକୁ ସୁରକ୍ଷିତ ଭାବରେ ରୋକିବାରଉପାୟ କଣ?]
Answer:
Question 2. Approaching a cross road, the driver of the long vehicle ahead of you, signals right and moves to left, You should: [ଏକଛକ-ରାସ୍ତାରେ ପହଞ୍ଚିବା ସମୟରେ ଆଗରେ ଥିବା ଏକ ଲମ୍ବାଗାଡିର ଚାଳକ ଡାହାଣକୁ ସଂକେତ ଦେଇ ବାମପାର୍ଶ୍ଵକୁ ବୁଲୁଛି | ଆପଣ କଣ କରିବା ଉଚିତ?]
Answer:
Question 3. A high beam in foggy conditions: [କୁହୁଡ଼ିଆ ହୋଇଥିବା ସମୟରେ ହାଇ-ବିମ୍ହେଡ୍-ଲାଇଟ୍ ଲଗାଇବା]
Answer:
Question 4. You are on a long downhill slope. What should you do to help control the speed of your vehicle? [ଆପଣ ଏକ ସୁଦୀର୍ଘ ପାହାଡିଆ ଗଡ଼ାଣିରେଅଛନ୍ତି | ଆପଣଙ୍କ ଗାଡିର ବେଗ ନିୟନ୍ତ୍ରଣ କରିବା ନିମନ୍ତେ ଆପଣଙ୍କୁ କଣ କରିବା ଆବଶ୍ୟକ?]
Answer:
Question 5. When you reach an intersection where there is no signallight or police man, you will… [ଆପଣ ଯେତବେଳେ ଏକ ଛକ ଯାଗାରେ ପହଞ୍ଛିଛନ୍ତିଯେଉଁଠି ଟ୍ରାଫିକ ସଙ୍କେତ କିମ୍ବା କୌଣସି ପୋଲିସ ଅଧିକାରୀ ନାହାନ୍ତି, ଆପଣ କଣ କରିବେ]
Answer:
Question 6. The Driver of a vehicle extends his right arm with the palm downward and moves the arm upward and downward several times. You should understand that: [ଜଣେ ଚାଳକ ତାଙ୍କରଡାହାଣ ହାତ ବାହାରକୁ ବାହାର କରି, ପାପୁଲିକୁ ନିମ୍ନ-ମୂଖି ରଖି ବାରମ୍ବାର ହାତ ତଳ-ଉପରକୁ କରୁଛନ୍ତି,ଏଥିରୁ ଆପଣ କଣ ବୁଝୁଛନ୍ତି]
Answer:
Question 7. While you are driving with the head light in high beam during night, a vehicle approaches from opposite direction,you will: [ରାତିରେ ଯେତେବେଳେ ଆପଣ ହେଡ୍-ଲାଇଟ୍ କୁ ଉଚ୍ଚ-ବିମ୍ ରେ ରଖି ଗାଡ଼ିଚାଳନାକରୁଛନ୍ତି ଏବଂ ସାମ୍ନାରୁ ଏକ ଗାଡ଼ି ଆସୁଛି, ଆପଣ କଣ କରିବେ?]
Answer:
Question 8. When a vehicle approaches an unguarded railway level crossing, before crossing it, the driver shall: [ଯେତେବେଳେ ଗୋଟିଏଗାଡ଼ି ଏକ ଜଗୁଆଳିବିହୀନ ଲେଭଲ୍-କ୍ରସିଂ ପାଖରେ ପହଞ୍ଚେ, ଗାଡି ଚାଳକ ଜଣକ କଣ କରିବା ଉଚିତ୍?]
Answer:
Question 9. Near a pedestrian crossing, when the pedestrians are waiting to cross the road: [ଯେତେବେଳେ ଏକ ପାଦଚଲା କ୍ରସିଂ ପାଖରେପଥଚାରୀମାନେ ରାସ୍ତା ଅତିକ୍ରମ କରିବାକୁ ଅପେକ୍ଷା କରିଥାଆନ୍ତି, ସେତେବେଳେ]
Answer:
Question 10. You look in the mirror and see a cyclist. What should you do when opening the car door? [ଆପଣ ପାର୍ଶ୍ଵ-ଦର୍ପଣରେ ଏକ ସାଇକେଲଚାଳକଙ୍କୁ ଦେଖିଲେ । କାର୍ ର ଦ୍ଵାର ଖୋଲିବା ସମୟରେ ଆପଣ କଣ କରିବା ଉଚିତ୍?]
Answer:
Question 11. At night, what must a towed vehicle have at the back of it?[ରାତିରେ ଟାଣିକରି ନିଆ ଯାଉଥିବା ଏକ ଗାଡ଼ିର ପଛ ପାଖରେ କଣ ଲାଗି ରହିବା ଉଚିତ୍?]
Answer:
Question 12. You are driving past a line of parked cars. You notice a ball bouncing out into the road ahead. What should you do? [ଆପଣରାସ୍ତା କଡରେ ଧାଡ଼ିରେ ରହିଥିବା କିଛି ଗାଡ଼ିକୁ ଅତିକ୍ରମ କରୁଛନ୍ତି । ଆପଣ ଦେଖିଲେ ଯେ ଆଗରେ ଗୋଟିଏବଲ୍ ରାସ୍ତା ଉପରକୁ ଚାଲି ଆସିଲା । ଆପଣ କଣ କରିବା ଉଚିତ୍?]
Answer:
Question 13. What does this sign indicate? [ଏହି ସଙ୍କେତ କ’ଣ ପ୍ରତିଚିହ୍ନିତ କରେ?]
Answer:
Question 14. For steep ascent which gear should use? [ତୀକ୍ଷ୍ଣ ଉଚ୍ଚଗାମୀ ରାସ୍ତାରେକେଉଁ ଗୀୟର୍ ବ୍ୟବହାର କରିବା ଉଚିତ୍]
Answer:
Question 15. Driver should not sound horn: [କେଉଁ ଯାଗାରେ ଚାଳକ ହର୍ଣ୍ଣ ବଜାଇବା ଉଚିତ୍ନୁହେଁ]
Answer:
Question 16. Using a cell phone while operating a motor vehicle is considered a distraction because: [ଗାଡ଼ି ଚଳାଇବାବେଳେ ମୋବାଇଲ ଫୋନବ୍ୟବହାର କରିବା ଅନ୍ୟମନସ୍କତା ଧରାଯାଏ, କାରଣ]
Answer:
Question 17. If you are involved in an accident, one of the immediate requirements is to: [ଯଦି ଆପଣ ଏକ ଦୁର୍ଘଟଣାରେ ସମ୍ପୃକ୍ତ, ତେବେ ଆପଣ ତୁରନ୍ତ କଣକରିବା ଆବଶ୍ୟକ?]
Answer:
Question 18. What does this sign indicate? [ଏହି ସଙ୍କେତ କ’ଣ ପ୍ରତିଚିହ୍ନିତ କରେ?]
Answer:
Question 19. Driving by a drunken driver is punishable if the quantity of alcohol in blood [ଏକ ମଦ୍ୟପ ଚାଳକ ଗାଡି ଚଲାଉଥିବା ବେଳେ ଦଣ୍ଡଯୋଗ୍ୟ ସେତେବେଳେ,ଯେତେବେଳେ ତାଙ୍କ ରକ୍ତରେ ଅଲକୋହଲର ପରିମାଣ]
Answer:
Question 20. When may you use the horn? [ଆପଣ କେତେବେଳେ ହର୍ଣ୍ଣ ବଜାଇବା ଉଚିତ୍]
Answer:

Comments

Popular posts from this blog

Flipkart Fake or Not 14 September Answers

Amazon Quiz Answers 20 August 2020